ଶିଶୁପାଳଗଡ଼କୁ ସଂକୁଚିତ କରିବାକୁ ଷଡ଼୍‌ଯନ୍ତ୍ର : ଜବରଦଖଲରେ ୨୦୦ ଏକର

୫୬୨ ଏକର କଂକ୍ରିଟ ଜଙ୍ଗଲ କରିବାକୁ ହୀନ ପ୍ରୟାସ ପୁରୁଣା ଭୁବନେଶ୍ବର: ରାଜଧାନୀ ଉପକଣ୍ଠ‌ରେ ଥିବା ବିଶ୍ବର ଅନ୍ୟତମ ପ୍ରାଚୀନ ଐତିହ୍ୟସ୍ଥଳ ଶିଶୁପାଳଗଡ଼ର ଐତିହ୍ୟ ଲୋପ କରିବାକୁ ଷଡ଼ଯନ୍ତ୍ର ଚାଲିଥିବା ନେଇ ଅଭିଯୋଗ ହୋଇଛି। କେବଳ ରାଜସ୍ବ ରେକର୍ଡରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନାମରେ ରେକର୍ଡଭୁକ୍ତ ୭୭୫ ଡେସିମିଲ ଜମିକୁ ଶିଶୁପାଳଗଡ଼ ଐତିହ୍ୟ କ୍ଷେତ୍ର ସୀମିତ କରିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ବାକି ୫୬୨ ଏକର ଜମିରୁ ଐତିହ୍ୟ କ୍ଷେତ୍ର … Continue reading ଶିଶୁପାଳଗଡ଼କୁ ସଂକୁଚିତ କରିବାକୁ ଷଡ଼୍‌ଯନ୍ତ୍ର : ଜବରଦଖଲରେ ୨୦୦ ଏକର